ସାମାଜିକ ସୁରକ୍ଷା ଅଧିକାରୀ ଙ୍କର ସଙ୍ଗରୋଧ ଗୃହ ପରିଦର୍ଶନ.

ଆନନ୍ଦପୁର/ଘଷିପୁରା:-ଘଷିପୁରା ବ୍ଲକ ଗଁ ପୁର ପଂଚାୟତ ର ଓଁ ମା ସରସ୍ଵତୀ ଵିଦ୍ୟାପୀଠ ଓ ରାଧିକାଦେଇପୁର ପଂଚାୟତ ର ଅନନ୍ତ ଗୋପାଳ ନୋଡାଲ ହାଇସ୍କୁଲ ଏବଂ ଖାଲ ପାଳ ର kovid- 19 ର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କୁ ପରିଦର୍ଶନ ରେ ଯାଇଥିଲେ ସବ୍ଡିବିଜନ ର ସାମାଜିକ ସୁରକ୍ଷା ଅଧିକାରୀ ଡ଼ଃ ଶମ୍ଭୁନାଥ ରାଉତ । ତାଂକ ସହ ଥିଲେ ଘଷିପୁରା ର CDPO ଏବଂ ICDS ସେକ୍ଟର ସୁପର ଭାଇଜର ଚନ୍ଦନା ମିଶ୍ର ।ପରିଦର୍ଶନ ସମୟରେ ଗଁପୁର ପଞ୍ଚାୟତର ସରପଞ୍ଚ ରଂଜନ କୁମାର ଦାସ ଓ ରାଧିକା ଦେଇପୁର ପଂଚାୟତର ସରପଞ୍ଚ ମନ୍ମଥ ଜେନା ଏବଂ ଅନ୍ୟ ଶିଖିତ ବୁଦ୍ଧିଜୀବି ମଧ୍ୟ ଉପସ୍ଥିତ ଥିଲେ । କରୋନା ବିଭୀଷିକା ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଙ୍କର ମୃତ୍ୟୁର ଦୁଃଖ ସମୟରେ ଅଧିକାରୀ ଶମ୍ଭୁନାଥ ରାଉତ ପହଂଚି ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

ଆନଦପୁର ରୁ ଗଣେଶ୍ୱର ମହାନ୍ତି

Leave a comment

Blog at WordPress.com.

Up ↑

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Design a site like this with WordPress.com
Get started